9 ମାସ ର ଗର୍ଭବତୀ ପତ୍ନୀ ଙ୍କ ସହିତ ସ୍ୱାମୀ କରିଲେ ଏମିତି କାଣ୍ଡ ଦେଖିଲେ ଆପଣ ମାନଙ୍କ ହୋସ ଉଡି ଯିବ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜ୍ଞ୍ୟା ଆମେ ଆଜି ଆପଣ ମାନଙ୍କୁ ଏହି ଫୋଷ୍ଟ ମା୍ୟମ ରେ ଗୋଟିଏ ଏମିତି ଘଟଣା ବିଷୟ ରେ ସୂଚନା ଦେବା ପାଇଁ ଚାହିଁବୁ ଯେଉଁ ଘଟଣା ଟି ଜାଣିବା ପରେ ପରେ ଆପଣ ମାନେ ନିଶ୍ଚିତ ଭାବେ ଭାବିବେ କି ଆଜିର ଦିନ ରେ ବି ଏମିତି କିଛି ଘଟଣା ହେଉଛଇ ବୋଲି ।ସେମିତି ରେ ଆପଣ ମାନେ ଜାଣି ଥିବେ ଏହି ନିକଟ ରେ ଆମ ଦେଶ ଚନ୍ଦ୍ର ପର୍ଯ୍ୟନ୍ତ ଶଫଳ ଭାବେ ପହଁଚିଛି । କିନ୍ତୁ ଏମିତି କ୍ଷେତ୍ର ରେ ଆମ ଭାରଚ ରେ ଏମିତି କିଛି ସ୍ଥାନ ରହିଛି । ଯେଉଁ ଠାରେ ଏବେ ପର୍ଯ୍ୟନ୍ତ ଯୈତୁକ ପ୍ରଥା ଉଠି ନାହିଁ । ସେମିତି ରେ ଆଗାମୀ ସମୟ ରେ ଏମିତି ପ୍ରଥା ପାଇଁ ହିଁ ବହୁତ ଝିଅ ମାନଙ୍କ ଜିବନ ନଷ୍ଟ ହେଉ ଥିବା ବେଳେ ଆଜି ଆମେ ଆପଣ ମାନଙ୍କୁ ଏହି ନିକଟ ଦିନ ରେ ହୋଇ ଥିବା ଗୋଟିଏ ସେମିତି ଘଟଣା ସଂମ୍ପର୍କ ରେ ସୂଚନା ଦେବା ପାଇଁ ଆସିଛୁ । ସେମିତି ରେ ଆମେ ଆଜି ଜାହାଙ୍କ ବିଷୟ ରେ କହିବା ପାଇଁ ଆସିଛୁ । ସେ ହେଲେ ମଞୁତ୍ କୋର। ସେ ଉତ୍ତର ପ୍ରଦେଶ ରାଜ୍ୟ ର ନିବାଡି ନାମକ ଅଂଚଳ ରେ 27 ସେପ୍ଟେମ୍ବର 2018 ରେ ବିବାହ ହୋଇ ଥିଲେ । ଏବଂ ପରେ ପରେ ତାଙ୍କର କହିବା କଥା କି ସେ ଶାଶୁ ଘରେ ବହୁତ ଅସୁବିଧା ର ସମ୍ମୁଖୀନ ହେଉ ଥିଲେ । ସେହି ପରି କ୍ଷେତ୍ର ରେ ସେ ଏପରି ବି କହି ଛନ୍ତି କି । ତାଙ୍କର ବାପା ହାରଜିତ୍ ସିହଂ ବିବାହ ବେଳେ ତାଙ୍କୁ ନିଜର ସଖ୍ୟମ ଅନୁସାରେ ଯୈତୁକ ପ୍ରଦାନ କରି ଥିଲେ । କିନ୍ତୁ ସେତିକି ରେ ଶାଶୁ ଘର ଲୋକ ମାନେ ସନ୍ତୁଷ୍ଟ ନ ହେବା ବେଳେ ସେମାନେ ଝିଅ ଉପରେ ଅଧିକ ଅତ୍ୟାଚାର କରି ଥିଲେ । ଏମହି ପରି ବେଳେ ଆଜକୁ ଆଠ ମାସ ହୋଇ ଗଲାଣୀ । ଏବଂ ସେହି ମଧ୍ୟ ରେ ମଞୁତ୍ କୋର। ଗର୍ଭବତୀ ବି ହୋଇ ଥିଲେ । ଏବଂ ସେମିତି ମଧ୍ୟ ରେ ତାଙ୍କର କହିବା କଥା ଅନୁସାରେ ତାଙ୍କର ସ୍ୱାମୀ ସହିତ ନିଜେ ଶାଶୁ ସଶୁର ମଧ୍ୟ ସଂମୃକ୍ତ ରହିଛନ୍ତି । ବୋଲି ସେ ପିତା ଙ୍କୁ କେବେ କେବେ ଜଣେଇ ଥିଲେ । ଏହି ଦିନ ରେ ଝିଅ ବାପା ଙ୍କୁ ଘର କୁ ଡାକି ଥିବା ବେଳେ ଯେତେ ବେଳେ ଝିଅ ଘର ବାପା ପହଁଚି ଥିଲେ ତ ଝିଅ ର ଶବ ଦେଖିବା ପାଇଁ ପାଇ ଥିଲେ ।ତେବେ ବାପା ଙ୍କ କହିବା କଥା ଅନୁସାରେ ଝିଅ କୁ ନିର୍ଜାତନା ଦେଇ କରି ହିଁ ସେମାନେ ମାରିଛନ୍ତି ବୋଲି । ତେବେ ଏମିତି ଗୋଟିଏ ଘଟଣା ଦେଖିବା ପରେ ମଞୁତ୍ ଙ୍କ ବାପା ଏବେ ପୋଲିସ୍ ରେ ଆଫାୟାର ଦେଇ ଥିଲେ । ତେବେ ପୋଲିସ୍ ଏହି ଘଟଣା ର ସଂମ୍ପର୍ଣ୍ଣ ଛାନ୍ ବିନ୍ କରିବା ପରେ ଜାଣିଲା କି ଏହା ଯୈତୁକ ନେବା ପାଇଁ ହିଁ ଏମିତି ବୋହୁ ଉପରେ ଅତ୍ୟାଚାର କରା ଜାଇଛି । ତେବେ ସେହି ପରି ବେଳେ ଏବେ ସ୍ୱାମୀ ସହିତ ଶାଶୁ ଶସୁର ଙ୍କୁ ପୋଲିସ୍ ରିମାଣ୍ଡ ରେ ନେଇଛି ।

Leave a Reply

Your email address will not be published. Required fields are marked *