2 ଥର ବିବାହ ଏବଂ 2 ଥର ଛାଡପତ୍ର ପରେ ଏବେ ଏକା ହୋଇ ଜୀବନ ବିତାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ ଜଣକ ,,,,,,

90 ଦଶକ ରୁ ଏମିତି କିଛି ପ୍ରସିଦ୍ଧ ଅଭିନେତ୍ରୀ ମାନେ ଅଛନ୍ତି , ଏହା ମଧ୍ୟ ସତ୍ୟ କି କିଛି ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ କି ବହୁତ ବଡ ବଡ ଅଭିନେତା ମାନଙ୍କ ସହ କାମ କରିଛନ୍ତି , ମୁଖ୍ୟ ଅଭିନେତ୍ରୀ ମାନେ ବହୁତ କମ୍ ଫିଲ୍ମ କରିଛନ୍ତି । ଆଜି ଆମେ ଏକ ଏମିତି ଅଭିନେତ୍ରୀ ହ୍କ କଥା କହିବା କୁ ଯାଉଛୁ ଯାହା ଙ୍କର ନାମ ଛାଡପତ୍ର ନେଇ ଥିବା ଅଭି ନେତ୍ରୀ ଙ୍କ ନାମ ଚିଠା ରେ ରହିଛି । ଆଜ୍ଞ ହଁ ଏହି ଅଭିନେତ୍ରୀ ଙ୍କ ନାମ ହେଉଛି ଦୀପଶିଖା ।
ଦୀପଶିଖା ତାଙ୍କର କେରିୟର ଛୋଟ ପରାଦା ରୁ ଆରମ୍ଭ କରିଥିଲେ ଓବଂ ସେ ଏହି ଛୋଟ ପରଦାରୁ ସେ ତାଙ୍କର ବହୁତ ନାମ ଅର୍ଜନ କରି ପାରିଛନ୍ତି । ତାଙ୍କର ଜୀବନ ବହୁତ ସଂଙ୍ଘର୍ସ ପୁର୍ଣ୍ଣ ଅଟେ । ଦୀପଶିଖା ଟିଭି ରେ ଆସୁଥିବା ଛୋଟ ମୋଟ ସିରିଏଲ ରେ ଅଭିନୟ କରି ସେ ଲୋକ ମାନଙ୍କର ହୃଦୟ ଜିଣି ପାରିଛନ୍ତି । ସେ ଟିଭି ରେ ହେଉଥିବା ବହୁ ଚର୍ଚ୍ଚିତ ଏବଂ ବହୁ ବିବାଦିୟ ସିରିଏଲ ବକୱାସ ରେ ବି ଦେଖି ବାକୁ ମିଳିଛି । କିନ୍ତୁ ସେ ଘରେ ଅଧିକ ଦିନ ଧରି ରହି ପାରି ନଥିଲେ , ତେଣୁ ସେ ତାଙ୍କର ନିଜ ବାପ ଘର କୁ ଛାଡି ଶଶୁର ଘରକୁ ଚାଲି ଯାଇଥିଲେ । ଆଜ୍ଞ ହଁ ଆମେ ଆପଣ ଙ୍କୁ କହି ରଖୁଛୁ କି ସିରିଏଲ ଜଗତ ରୁ ଆସି ଫିଲ୍ମ ଜଗତ ରେ ପାଦ ଦେଇ ପାରିଥିବା ଦୀପଶିଖା ସେ ତାଙ୍କ ଜୀବନ ରେ ବହୁତ ଖୁସି ରେ ରହି ଥିଲେ । ଦୀପଶିଖା ଦୁଇଟି ବିବାହ କରିଥିଲେ ମଧ୍ୟ ସେ ତାଙ୍କର ଜୀବନ ରେ ଏକା ରହୁଛନ୍ତି । ସେ 1997 ରେ ଅଭିନେତା ଜିତ୍ ଉପେନ୍ଦ୍ର ନାଥ ଙ୍କ ସହ ବିବାହ କରି ଥିଲେ । ତାଙ୍କ ସହ 10 ବର୍ଷ ରହିବା ପରେ ତାଙ୍କ ଭିତରେ ଛାଡ ପତ୍ର ହୋଇ ଯାଇ ଥିଲା । 2007 ରେ ଛାଡ ପତ୍ର ନେବା ପରେ ସେ 2012 ରେ କେଶବ ଅରୋଡା ଙ୍କ ସହ ଦ୍ୱିତୀୟ ବିବାହ କରି ଥିଲେ । ଏହି ବିବାହ ମଧ୍ୟ 4 ବର୍ଷ ଧରି ରହି ପାରିଥିଲା ତାପରେ ପୁଣି ସେ ତାଙ୍କୁ ଛାଡପତ୍ର ଦେଇ ଥିଲେ । ଏବେ ଦୀପଶିଖା ଏବେ ଆଉ ତୃତୀୟ ବିବାହ ନ କରି ଏବେ ସେ ଏକା ରହିବା ପାଇଁ ସ୍ଥିର କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟ ଟିକୁ ସେୟାର କରି ସମସ୍ତଙ୍କ ପାଖରେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *