ଡାକ ବିଭାଗ ରୁ ଆସିଥିବା ଚିଠି ଟିର ଲୋଫାପା ଖୋଲିଲା ପରେ ଏହି ବ୍ୟକ୍ତି ଜଣଙ୍କ ପାଦ ତଳୁ ମାଟି ଖସି ଯାଇ ଥିଲା , ଦେଖନ୍ତୁ କଣ କାରଣ ..

ଆଜି ର ସମୟ ରେ ଚୋରି ଡକାୟତି ତ ସାଧାରଣ କଥା । ଏହା ବ୍ୟତୀତ ଆଉ ଏକ ଘଟଣା ମଧ୍ୟ ସାମନା କୁ ଆସିଚି ଯାହା କି ନକଲି ଠକେଇ ଅଭିଯୋଗ । ଆପଣ ମାନଙ୍କ ସତର୍କ କରାଇ ଦେଉଛି କି ଆପଣ ସାବଧାନ ରୁହନ୍ତୁ । ଆପଣ ଙ୍କ ର ସମସ୍ତ ଟିପଣି କାହା ସହ ସେୟାର କରନ୍ତୁ ନାହିଁ । ନହଲେ ଆପଣ ମଧ୍ୟ ଠକେଇ ର ସିକାର ହୋଇ ପାରନ୍ତି । ଆପଣ ମାନେ ଏହି ନକଲି ଘଟଣା ନରପ ବହୁତ ଅଭିଯୋଗ ଶୁଣି ଥିବେ , କିନ୍ତୁ ଆଜି ଆମେ ଆପଣ ଙ୍କୁ ଆଜି ଏମିତି କିଛି ଘଟଣା କହିବାକୁ ଯାଉଛୁ ଯାହା ଆପଣ ମଧ୍ୟ ଶୁଣି ଚକିତ ହୋଇ ପଡିବେ । ଏକ ବ୍ୟକ୍ତି ଙ୍କ ପାନ୍ କାର୍ଡ ର ନକଲ ଖବର ଏବେ ସାମନା କୁ ଆସିଚି ତେବେ ଏହି ଘଟଣା ର ଖୋଲା ରହସ୍ୟ ଜାଣିବା ପାଇଁ ଆମ ର ଏହି ପୋଷ୍ଟ ଟିକୁ ଆଗକୁ ପଢନ୍ତୁ ଏବଂ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁରାଜସ୍ଥାନ ର ଏକ ସହର ରେ ରହୁଥିବା ବିଜୟ କୁମାର ଚଢ । ବିଜୟ କୁମାର ଚଢ ଙ୍କ ନିକଟ କୁ ଏକ ଡାକ ବିଭାଗ ଜରିଆରେ ଏକ ଲୋଫାପା ଆସିଥିଲା ଯେଉଁ ଥିରେ ରହିଥିଲା ତାଙ୍କର ଏକ ନକଲି ପାନ୍ କାର୍ଡ ସେଥିରେ । ତାଙ୍କର ନାମ ଠିକଣା ସବୁ ଠିକ୍ ଥିଲା । କିନ୍ତୁ ଫୋଟ ଅଲଗା ଏବଂ ସେଥିରେ ମୋବାଇଲ ନମ୍ୱର ଅଲଗା ଥିଲା । ଯାହାକି ତାହ୍କର ପାନ୍ କାର୍ଡ 4 ଫେବୃଆରୀ 2006 ରେ ଆସିଥିଲା ତାଙ୍କ ନିକଟକୁ କିନ୍ତୁ ଏହି ନକଲି କାର୍ଡ ଟି 29 ଜୁଲାଇ 2017 ରେ ପ୍ରସ୍ତୁତ ହୋଇଛି । ତେଣୁ ସେ ସେହି କାରଡ ରେ ଥିବା ନମ୍ବର କୁ କଲ କରି କାର୍ଡ ଟିର ଖବର ଜାଞ୍ଚ କରିଥିଲେ କିନ୍ତୁ ତାଙ୍କୁ କିଛି ଖବର ମିଳି ନଥିଲା । ତେଣୁ ସେ ନିକଟସ୍ଥ ପୋଲିସ ରେ ଅଭିଯୋଗ ଦାଖଲ କରିଛନ୍ତି । ପୋଲିସ ଏହାର ଏବେ ଏହାର ଛାନ ଭିନ କରୁଛି ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *