ଜାଣନ୍ତୁ ନର୍ଥ କୋରିଆ ର ନାତା ସାହ କିମ୍ ଜଙ୍ଗ୍ ଙ୍କ ସହିତ ଯୁଡା 10 ଟି ତଥ୍ୟ …।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ଏମିତି କୁହା ଜାଇ ଥାଏ ଗୋଟିଏ ପଟେ ଦୁନିଆଁ ନିଜ ପାଦ ରେ ଛିଡା ହେବା ପାଇଁ ଚାହୁଁ ଥିବା ବେଳେ ଅନ୍ୟ ପଟରେ ଏମିତି ଗୋଟିଏ ଦେଶ ରହିଛି ଯାହା ସେହି ପରି ଭାବେ ଅନ୍ୟ ସମସ୍ତ ଙ୍କୁ ଛାଡି ସେ ନିଜର ବାଟ ଚାଲିବା ପାଇଁ ଚାହିଁଛି । ତେବେ ଆମେ ଆଜି ଆପଣ ମାନଙ୍କ ସହିତ ଯେଉଁ ଦେଶ ବିଷୟ ରେ କହିବା ପାଇଁ ଚାହିୁଁଛୁ ତାହା ହେଲା ନର୍ଥ କୋରିଆ । ତେବେ ବର୍ତମାନ ସମୟ ରେ ନର୍ଥ କୋରିଆ ର ତାନା ସାହ ଙ୍କ ବିଷୟ ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ହିଁ ଥିବେ । ତେବେ ତାଙ୍କର ନାମ କିଙ୍ଗ ଜମ୍ ବୋଲି ବି କୁହା ଯାଏ ।ଏଠାରେ ଆମେ ଯଦି ତାଙ୍କର ର ପଢିବା ର କଥା କହିବା ତେବେ ନିଶ୍ଚିତ ଭାବେ ସେ ସୁଇଜର ଲାଣ୍ଡ ରୁ ହିଁ ନିଜର ପଢା ପଢୀ ସଂମ୍ପର୍ଣ୍ଣ କରି ଥିବା ବେଳେ ସେ ଏହି ଦିନ ରେ ଆମେରିକା ର ରାଷ୍ଟ୍ରପତି ଙ୍କ ଦେଖା କରି ଥିଲେ । ତେବେ ସେହି ସମୟ ରେ ଆମେରିକା ର ରାଷ୍ଟ୍ର ପତି ତାଙ୍କୁ ଆତଙ୍କର ଉପାଧୀ ଦେଇଛନ୍ତି ।ଆପଣ ମାନଙ୍କ ସୂଚନା ଦେବୁ କି କିଙ୍ଗ ଜମ୍ ଙ୍କ ପିତା 2011 ରେ ମୃତ୍ୟୁ ମୁଖ ରେ ପଡିବା ପରେ ପରେ ସେ ସେଠାକାର ନାତା ସାହ ବନି ପାରିଛନ୍ତି । ତେବେ ,ସେମିତି କ୍ଷେତ୍ର ରେ କିଙ୍ଗ ଜମ୍ ଙ୍କ ଜନ୍ମ 8 ଜାନୁଆରୀ 1982 ମସିହା ରେ ହୋଇ ଥିଲା । କିନ୍ତୁ ସେ ନିଜର ଜନ୍ମ ସେହି ଦିନ ମାନନ୍ତି ନାହିଁ ସେ 8 ଜାନୁଆରୀ 1983 ମସିହାରେ ହୋଇ ଥିଲା ବୋଲି ସେ ସବୁ ସମୟ ରେ ପାଳନ କରନ୍ତି । ସେହି ପରି ଭାବେ ସେ ଇଣ୍ଟରନେସନାଲ ସ୍କୁଲ୍ ଅଫ୍ ବେଥ୍ ରୁ ନିଜର ସଂମ୍ପର୍ଣ୍ଣ ପଢା ପଢି କରିଛନ୍ତି । ଦୁନିଆଁ ରେ ସମସ୍ତ ଦେଶ କିଙ୍ଗ୍ ଜମ୍ ଙ୍କୁ ବହୁତ କ୍ରୋଡ ସଭାବ ର ଜାଣି ଥିବା ବେଳେ କିନ୍ତୁ ସେ ନିଜ ଦେଶ ର ଲୋକ ମାନଙ୍କ ପାଇଁ ବହୁତ ନରମ ସ୍ୱଭାବ ର ହୋଇ ଥାନ୍ତି । ସେହି ପରି ଭାବେ ଆମେ ଯଦି କହିବା ,ସେ ନିଜର ପଢା ପଢୀ କୁ ସୁଇଜର ଲାଣ୍ଡ ରେ ପୁରୁଣ କରିବା ପରେ ପରେ 2000 ମସିହା ରୁ 2002 ମସିହା ପର୍ଯ୍ୟନ୍ତ ନିଜ ଦେଶ ର ମିଲିଟ୍ରୀ ଇୟୁନିଭର ସିଟି ରେ ପଢି ଛନ୍ତି । ସେମିତି ରେ ବର୍ତମାନ ସମୟ ରେ ସେ ସେଠାକାର ନାତା ସାହ ବନି କରି ନର୍ଥ କୋରିଆ ର ସଂମ୍ପର୍ଣ୍ଣ ଭାବେ ଆୟତ ରେ ରଖି ପାରିଛନ୍ତି । ତାଙ୍କ ଇଚ୍ଛା ଅନୁସାରେ ହିଁ ସେଠାରେ ନିୟମ ତିଆରି ହୋଇଛି । ତେବେ ତେବେ ବର୍ତମାନ ସମୟ ରେ ସେଠାରେ ତାଙ୍କ ଉପରକୁ ଉତ୍ତର ଦେବା ଭଳି ଲୋକ ମାନେ ସେଠାରେ ନାହାଁନ୍ତି । ଗୋଟିଏ ,ସୂତ୍ର ରୁ ଜଣା ପଡ଼ିଛି କି ସେ ମହିଳା ମାନଙ୍କୁ ବହୁତ ଭଲ ପାଆନ୍ତି । ଏବଂ ବହୁତ ସମୟ ରେ ସେଠା କାର ଆର୍ମି ରେ ମହିଳା ମାନଙ୍କୁ ଦେଖିବା ପାଇଁ ମିଲେ ।

Leave a Reply

Your email address will not be published. Required fields are marked *