ଏହି ରାଶି ର ଲୋକ ମାନେ ଅଧିକ ରୁ ଅଧିକ ମିଛ କହିବା ରେ ପାରଙ୍ଗମ ଅଟନ୍ତି ।

କୁହା ଯାଇଥାଏ ଲୋକ ମାନେ ମିଛ କହିବା ତାଙ୍କର ଯାତକ ରେ ଲେଖା ହୋଇ ଥାଏ । ସେମାନେ ମିଛ କହିବା ରେ ନିପୁଣ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ରାଶି ର ବ୍ୟକ୍ତି ଅଧିକ ମିଛ କହିଥାନ୍ତି ।ମିଥୁନ ରାଶିଏହି ରାଶି ର ଲୋକ ମାନେ ଅଧିକ ରୁ ଅଧିକ ମିଛ କହିବା ରେ ପାରଙ୍ଗମ ଅଟନ୍ତି । ଏହି ରାଶି ର ଲୋକ ମାନେ ସମସ୍ତ ଜିନିଷ ପ୍ରତି କିଛି ଅଲଗା ନଜର ରଖିଥାନ୍ତି । ଯାହାକି ଅନ୍ୟ ମାନଙ୍କ ପାଇଁ ମିଛ ହୋଇ ଥାଏ । ସେମାନେ ଭାବନ୍ତି କି ସେମାନେ ଯାହା ବି କରୁଛନ୍ତି ତାହା ସବୁ ଠିକ୍ ଏବଂ ସେମାନେ ଏହାକୁ ବାରମ୍ବାର କରିଥାନ୍ତି ।କୁମ୍ଭ ରାଶି ର ଲୋକ ମାନେ ସବୁବେଳେ ତାଙ୍କର ନିଜର ସ୍ୱାର୍ଥ ପାଇଁ କାମ କରନ୍ତି । ସେମାନେ ତାଙ୍କର କାମ ରୁ ମୁକୁଳେଇବା ପାଇଁ ମିଛର ସାହାରା ନେଇ ଥାନ୍ତି । କାମ ସରିବା ପରେ ସେମାନେ ସେହି ସ୍ଥାନ ରୁ ପଳାଇ ଯାଇଥାନ୍ତି । ସେମାନେ ମଧ୍ୟ ମାରପିଟ କରିବା କୁ ଭଲ ପାଆନ୍ତି । ସେମାନେ ମିଛ କହିବା କୁ ଆଦୁ ଡରି ନଥାନ୍ତି ।କର୍କଟ ରାଶି ର ଲୋକ ମାନେ ବୁଲେଇ ବାଲେଇ ହୋଇ କଥା କହିବାରେ ବହୁତ ଅଧିକ ପାରଙ୍ଗମ ଅଟନ୍ତି । ଏମାନେ କେବେ କାହାକୁ ତାଙ୍କର ପୁରା ସତ କଥା କହି ନଥାନ୍ତି କିମ୍ବା କାହାକୁ ଏତେ ଟା ମିଛ କହି ନଥାନ୍ତି ।ମେଷ ରାଶି ର ଜାତକ ରେ ଥିବା ବ୍ୟକ୍ତି ବିଶେଷ ମିଛ କହିବା ରୁ ରକ୍ଷା ପାଇ ଥାନ୍ତି । ଏମାନେ ସତ ର ସାମନା ବହୁତ ଦମ୍ଭ ସହକାରେ ସାମନା କରିଥାନ୍ତି । ସେମାନେ କେବେ ମିଛ ର ସାହାରା ନେଇ ଥାନ୍ତି , ସେବେ କାହାକୁ ରକ୍ଷା କରିବା ପାଇଁ କିମ୍ବା ନିଜକୁ ରକ୍ଷା କରିବା ପାଇଁ ମିଛ କହିଥାନ୍ତି । କିନ୍ତୁ ସେମାନେ ଏହି ମିଛ କହିବା ବେଳେ ଅଧିକ ଡରି ହୋଇ କହି ଥାଆନ୍ତି ।ବୃଷ ରାଶି ର ଜାତକ ବ୍ୟକ୍ତି ବିଶେଷ ଙ୍କୁ ମିଛ କହିବା ଭିତ ରେ ଆମେ ଗଣି ପାରିବା ନାହିଁ । ଏମାନେ ସେତେବେଳେ ମିଛ କହି ଥାନ୍ତି ଯେତେବେଳେ ସେମାନେ ନିଜେ କୈଣସି ଅସୁବିଧା ରେ ପଡି ଥିଲେ । କିମ୍ବା ସେହି ମିଛ କହିବା ଦ୍ୱାରା ତାଙ୍କୁ କିଛି ଉପକାର ହେଉ ଥିବ । ଏହି ସବୁ କ୍ଷେତ୍ର ରେ ସେମାନେ ବହୁତ ଭଲ ଭାବ ରେ ମିଛ କହି ପାରନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟ ଟିକୁ ସେୟାର କରି ସମସ୍ତଙ୍କ ପାଖରେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *