ଏବେ ମାର୍କେଟ ରେ ଉପଲବ୍ଧ ହେବ ଜିଓ ର ସେଟ ଟପ୍ ବକ୍ସ ଯାହା ମାର୍କେଟ ରେ ଧମାଲ କରିବ , ମିଳିବ 134 ଟି ଏଚ୍ ଡି ଚେନାଲ ପୁରା ମାଗଣା ରେ ,,,,,,,,

ଆପଣ ମାନେ ଜିଓ ବିଷୟ ରେ ବହୁତ ଭଲ ଭାବରେ ଅବଗତ ଥିବେ । ଯାହା ରିଲାଏନ୍ସ ଦ୍ୱାରା ପରିଚାଳିତ ହେଉଛି । ଝିଓ ତାର ନୁଆ ନୁଆ ଅଫର ପ୍ରତିଦିନ ତାର କାଷ୍ଟମାର ମାନଙ୍କ ପାଇଁ ଆଣୁଛି । ଆପଣ ଙ୍କୁ ମଧ୍ୟ କହି ରଖୁଛି କି ଜିଓ ମାର୍କେଟ କୁ ଆସିବା ପରେ ସମସ୍ତ ଟେଲିକମ୍ କମ୍ପାନି ମାନଙ୍କର କମର ଭାଙ୍ଗି ଦେଇଛି । ଜିଓ ମାର୍କେଟ କୁ ଆସିବା ପରେ ସେ ବହୁତ କମ୍ ସମୟ ରେ ତାର ବହୁତ ସଂଖ୍ୟା ରେ ତାର ଗ୍ରହକ ଙ୍କୁ ନିଜର କରି ପାରିଛି । ଜିଓ ତାର ବହୁତ ସଶ୍ତା ରେ ଅଫର ଦେଇ ସମସ୍ତ ଙ୍କୁ ତାର ସୁବିଧା ଦେଇ ପାରୁଥିବାରୁ ସେ ଏବେ ବହୁତ ଲୋକ ପ୍ରିୟତା ହୋଇ ପାରିଛି ।
ଏହି କାରଣ ରୁ ରିଲାଇନ୍ସ ଟେଲିକମ କମ୍ପାନି ଏବେ ତାର ସଫଳ ତାର ପାଦ ରେ ପହଞ୍ଚି ପାରିଛି । ଆପଣ ମାନଙ୍କୁ କହି ରଖୁଛି କି ରିଲାଇନ୍ସ ଟେଲିକମ କମ୍ପାନି ମାର୍କେଟ ଆସିଲା ପରେ ସମସ୍ତ ଗ୍ରାହକ ମାନଙ୍କୁ ଅଫର ଦେଇ ସମସ୍ତ ଟେଲିକମ କମ୍ପାନି ମାନଙ୍କୁ ହଇରାଣ କରାଇ ଥିଲା ଏବେ ସେମିତି ଆଉ ରିଲାଇନ୍ସ ଟେଲିକମ କମ୍ପାନି ଆଉ ଏକ ନୁଆ ଅଫର ଆଣିବା ବିଷୟ ରେ ପ୍ଲାନ୍ କରୁଛି । ଆଜ୍ଞା ହଁ , ଆଜି ଆମେ ଆପଣ ମାନଙ୍କୁ ଏକ ଏମିତି ପ୍ଲାନ ବିଷୟ ରେ କହିବାକୁ ଯାଉଛୁ ଯେଉଁ ଥିରେ ପୁଣି ଥରେ ବହୁତ କମ୍ପାନୀ ମାନଙ୍କୁ ବହୁତ ବଡ ରକମ ର କ୍ଷତି ସହିବା କୁ ପଡିବ । କିନ୍ତୁ ଏହା ମଧ୍ୟ ଆପଣ ଙ୍କୁ କହି ରଖୁଛି ରିଲାଇନ୍ସ ଟେଲିକମ କମ୍ପାନି ଏବେ DTH ର ଦିଗ ରେ ତାର ପାଦ ରଖିବାକୁ ଯାଉଛି , ତାହା ସହ ସେ ବହୁତ ଅଫର ସହ ଏହାକୁ ଲଞ୍ଚ କରିବାକୁ ଯାଉଛି ।
ଜିଓ ତାର ସେଟ ଟପ୍ ବକ୍ସ କୁ ବହୁତ ଶ୍ରୀଘ୍ର ମାର୍କେଟ ରେ ଉପଲବ୍ଧ କରାଇ ବାକୁ ଯାଉଛି , କିନ୍ତୁ ଏବେ ସେ ତାର ହାଇ ଟେକ ର ସେଟ ଟପ୍ ବକ୍ସ ମାର୍କେଟ ରେ ଛାଡି ସାରିଛି । ଯେଉଁ ଥିରେ 134 ଟି ଏଚ୍ ଡି ଚେନାଲ ମାଗଣା ରେ ମିଳୁଛି । ଜିଓ ର ଏହି ସେଟ ଟପ୍ ବକ୍ସ ରେ କିଛି ନୁଆ ଫିଚର ଦେଖିବାକୁ ମିଳିଛି ଯାହାକି ଗୋଟେ ସେଟ ଟପ୍ ବକ୍ସ ରୁ ଏକା ଥରେ ଦୁଇଟି ଟିଭି ଚାଲି ପାରିବ ର ସୁବିଧା ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟ ଟିକୁ ସେୟାର କରି ସମସ୍ତଙ୍କ ପାଖରେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *