ଆପଣ ଏଲ୍ .ପି.ଜି ର ଗ୍ୟାସ ବ୍ୟବହାର କରୁଛନ୍ତି କି … ତେବେ ଜାଣି ରଖନ୍ତୁ କେମିତି ବ୍ୟବହାର କରିବେ ।

ଆଜି କାଲି ସମସ୍ତ ଙ୍କ ଘର ମାନଙ୍କ ରେ ଏଲପିଜି ର ଗ୍ୟାସ କନେକ୍ସନ ରହିଛି । ଆଜିବି ଏମିତି କିଛି ଲୋକ ମାନେ ଅଛନ୍ତି ଯେଉଁ ମାନେ କି ଏହି ଗ୍ୟାସ ର ବ୍ୟବହାର ଜାଣନ୍ତି ନାହିଁ । ତେଣୁ ଆମେ ଆପଣ ମାନଙ୍କୁ ଆମେ ସତର୍କ କରାଇ ଦେଉଛୁ କି ଆପଣ ଏହି ଗ୍ୟାସ ବିଷୟ ରେ ନ ଜାଣି ଏହାକୁ ବ୍ୟବହାର କରନ୍ତୁ ନାହିଁ । ଏହା ବହୁତ ମାରାମ୍ତକ ଅଟେ । ଆପଣ ମାନେ ପ୍ରତିଦିନ ଲୋକମାନଙ୍କର ଅବହେଳା ଯୋଗୁଁ କିଛି ନା କିଛି ଅଘଟଣ ଘଟୁ ଥିବା ବିଷୟ ରେ ଆପଣ ଶୁଣୁ ଥିବେ । ତେଣୁ ସାବଧାନ ର ସହ କାର ରେ ଏହାର ବ୍ୟବହାର କରନ୍ତୁ । ତେବେ ଚାଲନ୍ତୁ ଆମେ ଏହାର କିଛି ନିରାପଦ ର ବ୍ୟବହାର କରିବାର ପ୍ରଣାଳି ବତାଇବୁ ଯାହା ଦ୍ୱାରା ଆପଣ ଏହାକୁ ଭଲ ଭାବରେ ବ୍ୟବହାର କରିବା ଶିଖି ପାରିବେ ।
1. ଏଲପିଜି ର କନେକ୍ସନ କେମିତି କିଣିବେ
ଆପଣ ଏଲପିଜି ର ସିଲିଣ୍ଡର କିଣିଲା ସମୟ ରେ କିମ୍ବା ଏହାର ସାମଗ୍ରୀ ଗୁଡିକ ସମୟ ରେ ସବୁବେଳେ ବି ଆଇଏସ୍ ର ଏପ୍ରୁଭ୍ଡ ର ରେଗୁଲେଟର ରବର ବ୍ୟାଣ୍ଡ ର ଜିନିଷ ବ୍ୟବହାର ସର୍ବଦା କରନ୍ତୁ ।
2. ସିଲିଣ୍ଡର ଟାଙ୍କି ଆଣିବା ସମୟ ରେ ଆପଣ ଭଲ ଭାବରେ ଏହାର ସିଲ୍ ଖୁଲା ଅଛି କି ନାହିଁଁ ଦେଖନ୍ତୁ । ଯଦି ଆପଣ ଏହାର କନେକ୍ସନ ଜାଣି ନାହାନ୍ତି ତେବେ ଡେଲିଭରୀ ବାଲା କୁ ଏହାର ଡେମୋ ଦେଖେଇବା ପାଇଂ କୁହନ୍ତୁ ।
3. ସର୍ଭିସିଂ
ଧ୍ୟାନ ଦିଅନ୍ତୁ ଆପଣ ଙ୍କ ଏଲପିଜି ରୁ ସମୟ ସମୟ ରେ ଗ୍ୟାସ ଲିକ କରୁଥାଇ ପାରେ ଏହାକୁ ନିଜେ ଠିକ୍ କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ କାରଣ ଏହା ବିପଦ ପୂର୍ଣ୍ମ ହୋଇ ପାରେ , ତେଣୁ ଏହାକୁ ମଝିରେ ମଝିରେ ସର୍ଭିସିଂ କରି ନେବା ଉଚିତ ।
4. ସିଲିଣ୍ଡିର ସରିବା ପରେ
ମନେ ରଖନ୍ତୁ ସିଲିଣ୍ଡର ସରିବା ପରେ ଟାଙ୍କି ଟିକୁ ଆପଣ ଏକ ଖୋଲା ସ୍ଥାନ ରେ ରଖନ୍ତୁ । ଯେଉଁ ଠାରେ ପବନ ଭଲ ଭାବରେ ଲାଗୁ ଥିବ ଏବଂ ସେଠାରେ ଥଣ୍ଡା ରହୁଥିବ ଆବଶ୍ୟକ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *