ଅନ୍ତିମ ସଂସ୍କାର ପରେ ଖୋଜୁ ଥିଲେ ଅନ୍ତିମ ଅଶଂ ହେଲେ ମିଳିଲା ଏମିତି ଜିନିଷ ଜାହା ଦଖିଲେ ରୁମ ଛିଡା ହୋଇ ଯିବ ।

ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ କି କୈଣସି ମଣିଷ ର ମୃତ୍ୟୁ ହେଲା ପରେ ପରେ ତର ଦେଶ କୁ ଯେତେ ବେଳେ ଅନ୍ତି ଦାହ କରିବା ପାଇଁ ନେଇ ଜାଇ ଥାନ୍ତି । ତେବେ ଅନ୍ତିମ ସଂସ୍କାର ସରବା ପରେ ମୃତକ ଙ୍କ ଜଳି ଜାଇ ଥିବା କିଛ ଅଂଶ କୁ ଆମେ ମାନେ ନେଇ ଆସି ଥାଏ । ଜାହାକୁ ଆମେ ମାନେ ଅବଶେସ ବୋଲି ବି କହି ଥାଏ । ତେବେ ତାହା ସେହି ମୃତକ ଙ୍କ ଆତ୍ମା କୁ ସାନ୍ତି ଦେବା ଏବଂ ସମାଧୀ କାର୍ଯ୍ୟ ରେ ଲାଗି ଥାଏ । ତେବେ ସେହିଥି ପାଇଁ ଲୋକ ମାନେ ସବୁ ସମୟ ରେ ନେଇ ଆସନ୍ତି । କିନ୍ତୁ ଆମେ ଆଜି ଆପଣ ମାନଙ୍କୁ ଯେଉଁ ଘଟଣା ବିଷୟ ରେ କହିବା ପାଇଁ ଜାଉଛୁ ତାହା ଆପଣ ମାନେ ଜାଣିବା ପରେ ନିଶ୍ଚିତ ଭାବେ ଚକିତ ହୋଇ ଯିବେ । ଏହି ଘଟଣା ଟି ଉତ୍ତର ପ୍ରଦେଶ ର ଏକ ଅଂଚଳ ର ଅଟେ । ତେବେ ଏମିତି ବେଳେ ସେଠାରେ ଏଦିନ ରେ ଗୋଟିଏ ବ୍ୟକ୍ତି ଜାହାଙ୍କ ନାମ ଦିନେସ ଶର୍ମା ତାଙ୍କ ର ମୃତ୍ୟୁ ହୋଇ ଥିବା ବେଳେ ଡାକ୍ତର ମାନେ କହି ଥିଲେ ତାଙ୍କ ପେଟ ରେ ହୋଇ ଥିବା ଟିୟୁମାର ଯୋଗୁଁ ହିଁ ଅପରେସନ୍ ସମୟ ରେ ତାଙ୍କ ମୃତ୍ୟୁ ହୋଇ ଥିଲା । ତେବେ ଏମିତି ବେଳେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଏହାର ସତ୍ୟତା ସେତେ ବେଳେ ଜଣା ପଡିଲା । ସେହି ବ୍ୟକ୍ତି ର ମୃତ ହେବ ସଂମ୍ପର୍ଣ୍ଣ ଭାବେ ଜଳି ଜାଇ ଥିଲା । ତେବେ ସେଠାରେ ଦେଖିବା ପାଇଁ ମିଳି ଥିଲା । କି ସେହି ବ୍ୟକ୍ତି ଙ୍କ ଦେହ ରେ ଗୋଟିଏ ସିଜରିନ୍ ର କଇଁଚି ରହିଛି । ବୋଲି । ଏମିତି ରେ ଯେତେ ବେଳେ ବ୍ୟକ୍ତି ର ସେଶ ଅବସେଶ ନେବା ପାଇଁ ଯାଇ ଥିଲା ବେଳେ ଏପରି ଘଟଣା ଦେଖି ଲୋକ ମାନେ ହଠାତ୍ ଆଶ୍ଚର୍ଯ୍ୟ ହୋଇ ଗଲେ ।ତେବେ ଏହି ବିଷୟ ରେ ଡାକ୍ତର ଖାନା ରେ ଦେଖେଇବା ପରେ ଡାକ୍ତର ମାନେ କହି ଥିଲେ ଅପରେସନ ବେଳେ ସେମିତି ବେଳେ ଏହି ସବୁ ଜିନିଷ ମାନ ପେଟ ଭିତରେ ରହି ଯାଇ ଥାଏ । ତେବେ ପରେ ତାଙ୍କର ମୃତ୍ୟୁ ହୋଇ ଥାଏ ବୋଲି ।

Leave a Reply

Your email address will not be published. Required fields are marked *