ଅଧିକ ସମୟ ଧରି ବସିବା ଦ୍ୱାରା ଆପଣ ଙ୍କ ହାତ ଏବଂ ଗୁଡ ହୋଇ ଯାଇ ଥାଏ ସିଠା ଏବଂ ଆପଣ ଙ୍କର ମୁଣ୍ଡ ବୁଲାଇ ଥାଇ । ଏଥିରୁ ଉପସମ ପାଇବା ପାଇଁ ଆପଣ ଏହି କାମ କରନ୍ତୁ …..

ଆଜିର ଯୁଗ ରେ ସମସ୍ତ ଙ୍କ ଜୀବନ ରେ ପରିବର୍ତ୍ତନ ଆସି ରହିଛି । ଏଥି ଲାଗି ସେମାନେ ବିଭିନ୍ନ୍ ଜିନିଷ ର ବ୍ୟବହାର କରନ୍ତି । ଯାହା ଦ୍ୱାରା ସେମାନେ ଗୋଟେ ଜାଗା ରେ ସ୍ଥିର ହୋଇ ବସନ୍ତି । ଏବଂ ବସିବା ଦ୍ୱାରା ଆପଣ ଙ୍କର ଶରୀର ରେ ବହୁତ ପ୍ରକାର ର ସମସ୍ୟା ଦେଖା ଦେଇ ତାଏ ଯେମିତି କି ଗୋଡ ହାତ ସିଠା ହୋଇ ଯିବା , ଉଠିଲା ବେଳେ ହଠାତ୍ ମୁଣ୍ଡ ବୁଲାଇ ଦେବା । ତେବେ ଆସନ୍ତୁ ଜାଣିବା ଏହି ସମସ୍ୟା ରୁ ରକ୍ଷା ପାଇବା ପାଇଂ କଣ କରିବା ଉଚିତ ଯାହା ଦ୍ୱାରା ଆପଣ ଙ୍କୁ ଉପସମ ମିଳିବ ।ସର୍ବ ପ୍ରଥମେ ଆମେ ଆପଣ ଙ୍କୁ କହି ରଖୁଛୁ କି ଏହି ସମସ୍ୟା କଣ ପାଇଁ ଦେଖା ଦେଇ ଥାଏ । ଏହାର ପତା ଲଗାଇବା ପାଇଁ ଗୋଟେ ଉପାୟ ରହିଛି । ଆପଣ ଆପଣ ଙ୍କର ରକ୍ତ କୁ ପରୀକ୍ଷା କରନ୍ତୁ ତାପରେ ଆପଣ ଙ୍କର କଣ ଅସୁବିଧା ସେଥିରୁ ଜାଣି ପାରିବେ । ଏବଂ ସେହି ସମସ୍ୟା ରୁ ରକ୍ଷା ପାଇବା ପାଇଁ ବଜାର ରେ ବହୁତ ପ୍ରକାର ର ଔଷଧ ବିକ୍ରି ହେଉଛି । ପରନ୍ତୁ ଏହି ଔଷଧ ର ଉପଶମ ଅଧିକ ସମୟ ଧରି ରହି ନଥାଏ ଏବଂ ଏହାର ସାଇଡ ଇଫେକ୍ଟ ମଧ୍ୟ ଦେଖା ଦେଇ ଥାଏ । ଆଜି ଆମେ ଏହାର ଉପଚାର ପାଇଁ ପ୍ରାଚିନ କାଳ ରୁ ଧରି ଆସୁଥିବା ଦେଶ ମାନଙ୍କର ରେ ଏବଂ ଘରେ କରା ଯାଇ ପାରୁ ଥିବା ଉପଚାର ବିଷୟ ରେ କହିବାକୁ ଯାଉଛୁ । ଏଥି ପାଇଁ ଆପଣ ଙ୍କୁ କେବଳ ଗୋଟେ ଗ୍ରାମ ଡାଲ ଚିନି ବାକି 10 – 10 ଗ୍ରାମ ର ଗୁଲ ମରିଚ , ତେଜ ପତ୍ର , ମଗଜ , ପିସ୍ତା ବାଦାମ , କଖାରୁ ର ମଞୀ ଛଡା ଯାଇ ଥିବା ମଞୀ ଏବଂ ଏହାକୁ ମିଶାଇ ଗୁଣ୍ଡ କରି ଦିଅନ୍ତୁ । ସବୁ କୁ ମିଶାଇ ଏହାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏବଂ ଏହାର ପୁଡିଆ ପ୍ରସ୍ତୁତ କରନ୍ତୁ । ପ୍ରତିଦିନ ସେହି ପୁଡିଆ କୁ ସେବନ କରନ୍ତୁ । ଏହାକୁ ସେବନ କରିବାର କିଛି ଦିନ ପରେ ଆପଣ ଏହି ସମସ୍ୟା ରୁ ରକ୍ଷା ପାଇ ପାରିବେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟ ଟିକୁ ସେୟାର କରି ସମସ୍ତଙ୍କ ପାଖରେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *